ଚିଲି
Appearance
- ଦକ୍ଷିଣ ଆମେରିକାର ଏକ ଦେଶ ।
ଚିଲି
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଚିଲି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚିଲ୍ଲୀ; ଚିଲ୍ଲିକା)
[ସମ୍ପାଦନା]- ୧. ଚିଲ୍ଲୀ (ଦେଖ) - ୧. Chilī (See)
- ୨. ଟାଙ୍ଗିବଥୁଆ; ଟଙ୍କବଥୁଆ— ହରେକୃଷ୍ଣ ଦ୍ରବ୍ୟଗୁଣ) ୨. A kind of pot-herb.
- ୩. ଭ୍ରୁଲତା —୩. Eyebrow.
ରଖି କମାଣ ସେ କରେ କମ୍ପାଇଲେ ନଚାଇବୁ ତୁ ଏକା ତୋ ଚିଲି— ବିଶ୍ୱନାଥ. ବିଚିତ୍ର ରାମାୟଣ
- ୪. (ଦକ୍ଷିଣ ଆମେରିକାର ମିକ୍ସିକୋ ଦେଶ ପ୍ରଚଳିତ ଭାଷା ଏହା ମଧ୍ୟ ଇଂରାଜୀ ଭାଷାରେ ଗୃହୀତ)—ଲଙ୍କାମରିଚ — ୪. Red pepper; cayenne pepper.