ଉଇକିଅଭିଧାନ:ବଛା ଶବ୍ଦ/୨୦୧୭/ଜାନୁଆରୀ

ଉଇକିଅଭିଧାନ‌ରୁ

ଗୁଡ଼ା

ଉଚ୍ଚାରଣ: Guṟḍ̠ā
ଶବ୍ଦ ବିନ୍ୟାସ: ଗୁଡ଼ ଧାତୁ+ଅ+ସ୍ତ୍ରୀ. ଆ
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ

  1. ସେହୁଣ୍ଡ; ସିଝୁଗଛ; ସ୍ନୁହୀବୃକ୍ଷ; ପତରସିଝୁ

ଦେଶଜ - ପ୍ରତ୍ୟୟ (ଅନାଦରାର୍ଥ)

  1. ଅନେକ, ବହୁ ପରିମାଣ

[ଦ୍ରଷ୍ଟବ୍ୟ —ଅନ୍ୟ ଶଦ୍ଦ ସଙ୍ଗେ ବହୁବଚନରେ ବ୍ୟବହୃତ ହୁଏ । ଯଥା— ପିଲାଗୁଡ଼ା]