ଉଇକିଅଭିଧାନ:ବଛା ଶବ୍ଦ/୨୦୧୭/ଫେବୃଆରୀ

ଉଇକିଅଭିଧାନ‌ରୁ

ଘଟ୍ଟଜୀବୀ

ଉଚ୍ଚାରଣ: Ghaṭṭajibī
ଶବ୍ଦ ବିନ୍ୟାସ: ଘଟ୍ଟୁ+ଜୀବ୍ ଧାତୁ+ଇନ୍; ୧ମା. ୧ବ.
ସଂସ୍କୃତ - ବିଶେଷଣ

  1. ନଈଘାଟିଆ; ଯେ ଯାତ୍ରୀମାନଙ୍କୁ ନଈରେ ପାର-ଉତାର କରେ