ଉଇକିଅଭିଧାନ:ବଛା ଶବ୍ଦ/୨୦୧୯/ନଭେମ୍ବର

ଉଇକିଅଭିଧାନ‌ରୁ

ଧଣ୍ଡା

ଉଚ୍ଚାରଣ: Dhaṇḍā
ଶବ୍ଦ ବିନ୍ୟାସ: ସଂସ୍କୃତ - ଦଣ୍ଡ; ଦଣ୍ଡ ପରି ମୋଟ ଓ ଲମ୍ୱ ଦେଖା ଯିବାରୁ
ଦେଶଜ - ବିଶେଷ୍ୟ

  1. ପ୍ରସାଦୀ ମାଳା; ଦେବତାଙ୍କ ବେକରେ ଲମ୍ୱିତ ପୁଷ୍ପମାଳା; ଯାହା ଦେବତାଙ୍କଠାରୁ କଢ଼ା ଯାଇ ଭକ୍ତକୁ ଦିଆ