ଉଇକିଅଭିଧାନ:ବଛା ଶବ୍ଦ/୨୦୧୯/ମାର୍ଚ୍ଚ

ଉଇକିଅଭିଧାନ‌ରୁ

ସଂହିତା

ଉଚ୍ଚାରଣ: Saṁhitā
ଶବ୍ଦ ବିନ୍ୟାସ: ସମ୍+ଶ୍ରି ଧାତୁ=ସେବା କରିବା, ପାଇବା, ଅବଲମ୍ୱନ କରିବା+କର୍ମ. ଅ
ସଂସ୍କୃତ - ବିଶେଷ୍ୟ

  1. ନାନା ସ୍ଥଳରୁ ସଂଗୃହୀତ ବା ସଂକଳିତ ଗ୍ରନ୍ଥ
  2. ବେଦର ଶାଖା ବିଶେଷ