ଉଇକିଅଭିଧାନ:ବଛା ଶବ୍ଦ/୨୦୨୦/ଅପ୍ରେଲ

ଉଇକିଅଭିଧାନ‌ରୁ

ଜେମା

ଶବ୍ଦ ବିନ୍ୟାସ: ସଂସ୍କୃତ- ଜାମା=କନ୍ୟା (ସ୍ତ୍ରୀ.)
ଦେଶଜ - ବିଶେଷ୍ୟ

  1. ରାଜପୁତ୍ରୀ, ଜେମାଦେଈ‌

[ଉଦାହରଣ —ଜୟ କାଞ୍ଚୀଜେମା ବିଶ୍ୱମନୋରମା— ରାଧାନାଥ, ଚିଲିକା]