ଉଇକିଅଭିଧାନ:ବଛା ଶବ୍ଦ/୨୦୨୦/ଜାନୁଆରୀ

ଉଇକିଅଭିଧାନ‌ରୁ

ଛନ୍ଦାଛନ୍ଦି

ଉଚ୍ଚାରଣ: Chhandā-chhandi
ଦେଶଜ - ବିଶେଷ୍ୟ

  1. ଗୁଡେଇ ତୁଡେଇ ବାନ୍ଧିବା
  2. ଅନ୍ୟୋଽନ୍ୟ ବନ୍ଧନ

[ଉଦାହରଣ —ତରୂ ବ୍ରତତୀର ପ୍ରେମେ ବନ୍ଧାବନ୍ଧି ଛନ୍ଦାଛନ୍ଦି ଘେନାଘେନି — ରାଧାନାଥ, ଯଯାତିକେଶରୀ]