ଉଇକିଅଭିଧାନ:ବଛା ଶବ୍ଦ/୨୦୨୧/ଜୁଲାଇ

ଉଇକିଅଭିଧାନ‌ରୁ

ବହୁଜ୍ଞ

ଉଚ୍ଚାରଣ: Bahujn̄a
ସ୍ତ୍ରୀ: ବହୁଜ୍ଞା
ଶବ୍ଦ ବିନ୍ୟାସ: (ପୁଂ.) ବହୁ+ ଜ୍ଞା ଧାତୁ+ କର୍ତ୍ତୃ. ଅ
ସଂସ୍କୃତ - ବିଶେଷଣ

  1. ଯେ ଅନେକ ବିଷୟ ଜାଣେ