ଉଇକିଅଭିଧାନ:ବଛା ଶବ୍ଦ/୨୦୨୧/ଫେବୃଆରୀ

ଉଇକିଅଭିଧାନ‌ରୁ

ଲୁହା ମଳି

ଉଚ୍ଚାରଣ: Luhā maḻi
ଶବ୍ଦ ବିନ୍ୟାସ: ସଂସ୍କୃତ - ମଣ୍ଡର, ଲୋହମଳ
ଦେଶଜ - ବିଶେଷ୍ୟ

  1. ଲୌହ-ମଳ, ଲୁହାକୁ ଅଗ୍ନିରେ ଉତ୍ତପ୍ତ କଲେ ତହିଁରୁ ବାହାରିବା ମଳ; ମଣ୍ଡର