ଉଇକିଅଭିଧାନ:ବଛା ଶବ୍ଦ/୨୦୨୩/ଅକ୍ଟୋବର

ଉଇକିଅଭିଧାନ‌ରୁ

ବସୁଦେବ

ଉଚ୍ଚାରଣ: Basudeba
ଶବ୍ଦ ବିନ୍ୟାସ: ପୁଲିଙ୍ଗ; ବସୁ=ଧନ+ଦିବ୍ ଧାତୁ=କ୍ରୀଡ଼ା କରିବା +କର୍ତ୍ତୃ. ଅ; (ଯେ ଧନରେ କ୍ରୀଡ଼ା କରେ)
ସଂସ୍କୃତ - ବିଶେଷଣ

  1. ଧନୀ
  2. ଉଜ୍ଜ୍ୱଳ କାନ୍ତିବିଶିଷ୍ଟ