ଉଇକିଅଭିଧାନ:ବଛା ଶବ୍ଦ/୨୦୨୩/ଅପ୍ରେଲ

ଉଇକିଅଭିଧାନ‌ରୁ

ନିରକ୍ଷାନ୍ତର

ଉଚ୍ଚାରଣ: Nirakshāntara
ଶବ୍ଦ ବିନ୍ୟାସ: [ଭୂଗୋଳ ପରିଭାଷା]: ନିରକ୍ଷ+ଅନ୍ତର
ସଂସ୍କୃତ - ବିଶେଷ୍ୟ

  1. ବିଷୁବରେଖାଠାରୁ ପୃଥିବୀର କୌଣସି ଗୋଟିଏ ସ୍ଥାନର ଦୂରତ୍ୱ

[ଦ୍ରଷ୍ଟବ୍ୟ —ଏହି ସ୍ଥାନ ବିଷୁବରେଖାର ଉତ୍ତରରେ ହେଲେ ଉତ୍ତର ନିରକ୍ଷାନ୍ତର ଓ ଦକ୍ଷିଣରେ ହେଲେ ଦକ୍ଷିଣ ନିରକ୍ଷାନ୍ତର ପରିଗଣିତ ହୁଏ]