ଉଇକିଅଭିଧାନ:ବଛା ଶବ୍ଦ/୨୦୨୩/ଜାନୁଆରୀ

ଉଇକିଅଭିଧାନ‌ରୁ

ପ୍ରସୂତ

ଉଚ୍ଚାରଣ: Prasūta
ସ୍ତ୍ରୀ: ପ୍ରସୂତା
ଶବ୍ଦ ବିନ୍ୟାସ: ପ୍ର+ସୂ ଧାତୁ+କର୍ମ. ତ
ସଂସ୍କୃତ - ବିଶେଷ୍ୟ - ପୁଂ.

  1. ସଂଜାତ; ଉତ୍ପନ୍ନ; ଜନ୍ମଗ୍ରହଣ କରିଥିବା