ଉଇକିଅଭିଧାନ:ବଛା ଶବ୍ଦ/୨୦୨୩/ମଇ

ଉଇକିଅଭିଧାନ‌ରୁ

ସଂହାର

ଉଚ୍ଚାରଣ: Saṁhāra
ଶବ୍ଦ ବିନ୍ୟାସ: ସମ୍+ହୃ ଧାତୁ= ହରଣ କରିବା; ବିନାଶ କରିବା +ଭାବ. ଅ
ସଂସ୍କୃତ - ବିଶେଷ୍ୟ

  1. ଧ୍ୱଂସ; ବିନାଶ
  2. ଆହରଣ; ସଂଗ୍ରହ; ସଂକଳନ