ଉଇକିଅଭିଧାନ:ବଛା ଶବ୍ଦ/୨୦୨୩/ମାର୍ଚ୍ଚ

ଉଇକିଅଭିଧାନ‌ରୁ
Jump to navigation Jump to search

ଗୋଇଠି

ଉଚ୍ଚାରଣ: Goiṭhi
ଶବ୍ଦ ବିନ୍ୟାସ: ସଂସ୍କୃତ- ଘୂଟିକା=ବଳାଗଣ୍ଠି; ଗୋହିର=ଗୋଇଠି
ଦେଶଜ - ବିଶେଷ୍ୟ

  1. ପାଦମୂଳ; ପାଦତଳର ଯେଉଁ ଅଂଶ ଠିକ୍ ପାଦ ଗଣ୍ଠିର ତଳେ ଥାଏ
ପୁରା ପଢନ୍ତୁଅଭିଲେଖମାସିକ ବଛା ଶବ୍ଦ କଣ ?