ଢାଙ୍କୁଣି
ଦେଖଣା
ବିଶେଷ୍ୟ: ଏକ ପାତ୍ର ଉପରେ ଢଙ୍କାହେଉଥିବା ଚଟକା ଥାଳି ବିଶେଷ ।
ଆଲୋ ସାର, ରସ ଉପରେ ଢାଙ୍କୁଣିଟା ଢାଙ୍କି ଦେଲୁ ଟିକେ!
ପ୍ରତିଶବ୍ଦ
[ସମ୍ପାଦନା]ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢୌକ ଧାତୁ=ଆଚରଣ)
[ସମ୍ପାଦନା]- ୧. ଘୋଡ଼ଣି —୧. A cover.
ନୟନୁ ଉପୁଡ଼ିଗଲା ନିଲଜ ଢାଙ୍କୁଣି ପ୍ରାଚୀ. ରହସ୍ୟମଞ୍ଜରୀ
- ୨. ଆବରଣ; ସରପୋଷ —୨. A lid.