ଢାଙ୍କୁଣି

ଉଇକିଅଭିଧାନ‌ରୁ

ବିଶେଷ୍ୟ: ଏକ ପାତ୍ର ଉପରେ ଢଙ୍କାହେଉଥିବା ଚଟକା ଥାଳି ବିଶେଷ ।

ଆଲୋ ସାର, ରସ ଉପରେ ଢାଙ୍କୁଣିଟା ଢାଙ୍କି ଦେଲୁ ଟିକେ!

ପ୍ରତିଶବ୍ଦ[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଢୌକ ଧାତୁ=ଆଚରଣ)[ସମ୍ପାଦନା]

୧. ଘୋଡ଼ଣି —୧. A cover.

ନୟନୁ ଉପୁଡ଼ିଗଲା ନିଲଜ ଢାଙ୍କୁଣି ପ୍ରାଚୀ. ରହସ୍ୟମଞ୍ଜରୀ

୨. ଆବରଣ; ସରପୋଷ —୨. A lid.