ପଲମ

ଉଇକିଅଭିଧାନ‌ରୁ

ବିଶେଷ୍ୟ: ଏକ ପାତ୍ର ଉପରେ ଢଙ୍କାହେଉଥିବା ଚଟକା ଥାଳି ବିଶେଷ ।

ଆଲୋ ସାର, ରସ ଉପରେ ପଲମଟା ଢାଙ୍କି ଦେଲୁ ଟିକେ!

ପ୍ରତିଶବ୍ଦ[ସମ୍ପାଦନା]

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ଦେଶଜ - .ବି[ସମ୍ପାଦନା]

ବଡ଼ ଶରା; ମାଟିର ତେଲ ଉଣୀ; ହାଣ୍ଡି ମୁଁହରେ ଢାଙ୍କୁଣୀ — A shallow concave earthen pan used as a cover for easthen pots and as a fryin pan.