ପଞ୍ଚୋଷଣ

ଉଇକିଅଭିଧାନ‌ରୁ

ପଞ୍ଚୋଷଣ

ଓଡ଼ିଆ[ସମ୍ପାଦନା]

ଶୁଣ୍ଠୀ, ପିପ୍ପଳୀ, ମରିଚ, ପିପ୍ପଳାମୂଳଚିତାମୂଳଆୟୁର୍ବେଦ ମତରେ ଅଜୀର୍ଣ, ଶୂଳ, ଗୁଳ୍ମ, ଉଦରୀ ପ୍ରଭୃତି ନାଶକାରୀ। ଏହାର ସେବନ ବାୟୁ ଜନିତ ଶୋଥ ଓ ଶ୍ଳେଷ୍ମଜ ଶୋଥର ଆଶୁ ନିବାରକ।

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଦ୍ୱିଗୁ; ପଞ୍ଚ +ଊଷଣ)[ସମ୍ପାଦନା]

ପିପ୍ପଳୀ, ପିପ୍ପଳୀ ମୂଳ, ଚବ୍ୟ ମରିଚ ଓ ଚକ୍ରିକ ଏହି ୫ଟି ଔଷଧ ଦ୍ରବ୍ୟ — Five particular medicinal articles mentioned in the Hindu medical treatises.