ସିଂହ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ପ୍ରସିଦ୍ଧ ଶ୍ଵାପଦ ବନ୍ୟ ପଶୁ; ମୃଗେନ୍ଦ୍ର
  • ଶ୍ରେଷ୍ଠ
  • ମେଷାଦି ଦ୍ଵାଦଶ ରାଶିର ଅନ୍ତର୍ଗତ ପଞ୍ଚମ ରଶି
  • ସୌର ଭାଦ୍ର ମାସ
  • ରକ୍ତ ଶିଗ୍ରୂ; ନାଲି ସଜନା
  • ବୌଦ୍ଧ ବ୍ୟକ୍ତିମାନଙ୍କର ଧ୍ଵଜ
  • ରାମୟଣରେ ବର୍ଣିତ ଚନ୍ଦ୍ରଗିରି ପର୍ବତବାସୀ ବିଶାଳ ପକ୍ଷିବିଶେଷ
  • ରକ୍ଷସବିଶେଷ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • କ୍ଷତ୍ରିୟମାନଙ୍କର ବଂଶୋପାଧିବିଶେଷ
  • କୟସ୍ଥ, ସାଗରପେଶା, ଶୂଦ୍ର, ରଜପୁତ ଆଦିଙ୍କ ବଂଶୋପାଧିବିଶେଷ
  • ରଜପ୍ରଦତ୍ତ ଉପାଧିବିଶେଷ