ସିନ୍ଧୂ
ଦେଖଣା
- ସମୁଦ୍ର; ସାଗର
- ବମଥୂ; ବମନ
- ଦେଶ ବିଦେଶ; ସିନ୍ଧୂ ପ୍ରଦେଶ
- ନଦ ବିଶେଷ; ସିନ୍ଧୂ ନଦ
- ଗଜ ମଦ
- ସିନ୍ଦୂବାର ବୃକ୍ଷ; ବେଗୁନିଆ ଗଛ; ନିର୍ଗୁଣ୍ଡୀ
- ଶ୍ଵେତ ଟଙ୍କଣ
- ରାଗ ବିଶେଷ; କୌଶିକ ରାଗର ପୁତ୍ର; ସିନ୍ଧୂ ରାଗ
- ନଦୀ
- ହସ୍ତୀ
- ଦଶରଥଙ୍କ ବାଣରେ ନିହତ ଅନ୍ଧମୁନିଙ୍କ ଏକମାତ୍ର ପୁତ୍ର
- କୌଣସି ଗୁଣର ବା ପଦାର୍ଥର ଆଧାର
- ଚାରି ସଂଖ୍ୟା
- ସାତ ସଂଖ୍ୟା
- ବରୁଣ ଦେବତା
- ଓଷ୍ଠର ଆର୍ଦ୍ରତ
- ହତୀର ଶୁଣ୍ଡରୁ ବୋହିବା ପାଣି
- ଗନ୍ଧର୍ବମାନଙ୍କ ରାଜବିଶେଷ
- ବ୍ୟକ୍ତିଙ୍କ ନାମ
- କୃପାସିନ୍ଧୂ, କରୁଣାସିନ୍ଧୂ ଆଦିଙ୍କ ଡାକ ନାମ