ଉଇକିଅଭିଧାନ:ବଛା ଶବ୍ଦ/୨୦୨୫
ଦେଖଣା
« ୨୦୨୪ | ୨୦୨୫ | ୨୦୨୬ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ଜାନୁଆରୀ
[ସମ୍ପାଦନା]ପରଷିବା
ଉଚ୍ଚାରଣ: Parashibā
ଶବ୍ଦ ବିନ୍ୟାସ: ସଂସ୍କୃତ - ପରିବେଷଣ
ଦେଶଜ - କ୍ରିୟା —
- ଖାଦ୍ୟ ପରିବେଷଣ କରିବା; ଖାଇବା ଲୋକର ପତ୍ରରେ ବା ପାତ୍ରରେ ଖାଦ୍ୟ ଦେବା
[ଉଦାହରଣ —ଦ୍ୱିଜଙ୍କୁ ପରଷିଲେ ଅନ୍ନ ତୋଷମନେ — କୃଷ୍ଣସିଂହ. ମହାଭାରତ, ସଭା]
ଫେବୃଆରୀ
[ସମ୍ପାଦନା]ତିତଉ
ଉଚ୍ଚାରଣ: Titau
ଶବ୍ଦ ବିନ୍ୟାସ: ତନ୍ ଧାତୁ=ବିସ୍ତାର କରିବା+ଇତଉ
ସଂସ୍କୃତ - ବିଶେଷ୍ୟ —
- ବାଉଁଶ ପାତିଆରେ ତିଆର ହୋଇଥିବା ଚାଲୁଣୀ
ମାର୍ଚ୍ଚ
[ସମ୍ପାଦନା]ଦହଦହତୁ
(file) |
ଉଚ୍ଚାରଣ: Dahadahatu
ଦେଶଜ - ଅବ୍ୟୟ —
- ଶିଶୁରଞ୍ଜନାର୍ଥ ମାଆମାନେ ବୋଲିବା ପଦ
[ଉଦାହରଣ —ଦହଦହତୁ, କନିଆ ମାଆର ପୁଅ ବହୁତୁ — ଶିଶୁଗୀତ]
ଅପ୍ରେଲ
[ସମ୍ପାଦନା]ଉଇକିଅଭିଧାନ:ବଛା ଶବ୍ଦ/୨୦୨୫/ଅପ୍ରେଲ
ମଇ
[ସମ୍ପାଦନା]ଜୁନ
[ସମ୍ପାଦନା]ଜୁଲାଇ
[ସମ୍ପାଦନା]ଉଇକିଅଭିଧାନ:ବଛା ଶବ୍ଦ/୨୦୨୫/ଜୁଲାଇ
ଅଗଷ୍ଟ
[ସମ୍ପାଦନା]ଉଇକିଅଭିଧାନ:ବଛା ଶବ୍ଦ/୨୦୨୫/ଅଗଷ୍ଟ
ସେପ୍ଟେମ୍ବର
[ସମ୍ପାଦନା]ଉଇକିଅଭିଧାନ:ବଛା ଶବ୍ଦ/୨୦୨୫/ସେପ୍ଟେମ୍ବର
ଅକ୍ଟୋବର
[ସମ୍ପାଦନା]ଉଇକିଅଭିଧାନ:ବଛା ଶବ୍ଦ/୨୦୨୫/ଅକ୍ଟୋବର
ନଭେମ୍ବର
[ସମ୍ପାଦନା]ଉଇକିଅଭିଧାନ:ବଛା ଶବ୍ଦ/୨୦୨୫/ନଭେମ୍ବର