ତିର୍ଯ୍ୟକ
ବକ୍ର; ତେରଛା — Oblique.
ଉର୍ଦ୍ଦୁ ଅଧ ତିର୍ଯ୍ୟକ ଲୋକଙ୍କର ମୃତ—କୃଷ୍ଣସିଂହ ମହାଭାରତ. ସଭା
ପଶୁ ପକ୍ଷୀ ଆଦି ଜୀବ — Birds and beasts.
ଦେବ ତିର୍ଯ୍ୟକ ନର ଆଦି ସରୀସୃପ ବୃକ୍ଷ ପ୍ରସିଦ୍ଧି—ଜଗନ୍ନାଥ ଭାଗବତ