ତିର୍ଯ୍ୟକ
ବିଶେଷଣ (ଦେଶଜ)[ସମ୍ପାଦନା]
ବିଶେଷ୍ୟ (ଦେଶଜ)[ସମ୍ପାଦନା]
ତିର୍ଯ୍ୟକ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
ଦେଶଜ - ବିଶେଷଣ - (ସଂସ୍କୃତ - ତିର୍ଯ୍ୟକ୍)[ସମ୍ପାଦନା]
ବକ୍ର; ତେରଛା — Oblique.
ଉର୍ଦ୍ଦୁ ଅଧ ତିର୍ଯ୍ୟକ ଲୋକଙ୍କର ମୃତ—କୃଷ୍ଣସିଂହ ମହାଭାରତ. ସଭା
ଦେଶଜ - ବିଶେଷ୍ୟ -[ସମ୍ପାଦନା]
ପଶୁ ପକ୍ଷୀ ଆଦି ଜୀବ — Birds and beasts.
ଦେବ ତିର୍ଯ୍ୟକ ନର ଆଦି ସରୀସୃପ ବୃକ୍ଷ ପ୍ରସିଦ୍ଧି—ଜଗନ୍ନାଥ ଭାଗବତ