ନିର୍ଦ୍ଦିଷ୍ଟ
ବିଶେଷଣ (ସଂସ୍କୃତ)[ସମ୍ପାଦନା]
ନିର୍ଦ୍ଦିଷ୍ଟ
ଓଡ଼ିଆ[ସମ୍ପାଦନା]
ଉଚ୍ଚାରଣ[ସମ୍ପାଦନା]
(ନିର୍ଦ୍ଦିଷ୍ଟ—ଅନ୍ୟରୂପ)
(ନିର୍ଦ୍ଦିଷ୍ଟତା—ବିଶେଷ୍ୟ)
ସଂସ୍କୃତ - ବିଶେଷଣ - (ନିର୍+ଦିଶ୍ ଧାତୁ=ଦେଖାଇବା+କର୍ମ. ତ)[ସମ୍ପାଦନା]
- ୧. ନିଶ୍ଚିତ —୧. Certain.
- ୨. ଅବଧାରିତ —୨. Determined; settled; ascertained; fixed upon.
- ୩. କଥିତ; ଉଲ୍ଲିଖିତ —୩. Aforesaid; mentioned.
- ୪. ବର୍ଣ୍ଣିତ —୪. Described.
- ୫. ପ୍ରଦର୍ଶିତ —୫. Pointed out.
- ୬. ଉପଦିଷ୍ଟ; ଆଦିଷ୍ଟ —Commanded; ordered.