ଉଇକିଅଭିଧାନ:ବଛା ଶବ୍ଦ/୨୦୧୮/ଜାନୁଆରୀ

ଉଇକିଅଭିଧାନ‌ରୁ

ଚୋକଡ଼

ଉଚ୍ଚାରଣ: Chokaṟḍ̠a
ଶବ୍ଦ ବିନ୍ୟାସ: ସଂସ୍କୃତ - ଶକଳ; ଶଳ୍ପ; ତ୍ୱକ୍; ସଂସ୍କୃତ - ଚୋଳକ=ବଳ୍ଲଳ
ଦେଶଜ - ବିଶେଷ୍ୟ

  1. ଗହମର ଚୋପା; ଭୁସି