ଠକ

ଉଇକିଅଭିଧାନ‌ରୁ

ଦେଶଜ (ବିଶେଷଣ)[ସମ୍ପାଦନା]

ଦେଶଜ (ବିଶେଷ୍ୟ)[ସମ୍ପାଦନା]

  • ପ୍ରତାରକ ବ୍ୟକ୍ତି; ଧୂର୍ତ୍ତ ବ୍ୟକ୍ତି
  • ରାଜପଥର ଦସ୍ୟୁ
  • ନରହନ୍ତାଠକ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଠାକୁଣୀ—ସ୍ତ୍ରୀ)
  • (file)
  • (file)

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ସ୍ଥଗ=ଧୂର୍ତ୍ତ; ସ୍ଥଗ୍ ବା ଷ୍ଠଗ୍ ଧାତୁ=ଗୋପନ)[ସମ୍ପାଦନା]

୧. ଠଗ; ପ୍ରତାରକ; ପ୍ରବଞ୍ଚକ — ୧. Cheating; swindling; fraudulent; roguish; deceiving.

ଠକ ମୁଁ ବୋଲେ ମନସେ—କବିସୂର୍ଯ୍ୟ ରତ୍ନାକର ସମ୍ପୁ ଠ ଗୀତ

୨. ଛଳକାରକ; କପଟୀ — ୨. Hypocritical.
୩. ଛଳମୟ; ପ୍ରତାରଣାପୂର୍ଣ୍ଣ — ୩. Full of deceit; deceitful.
୪. ନିଷ୍ଠୁର —୪. Cruel.
୫. ଖଳ —୫. Wicked.
୬. ଚତୁର —୬. Sly; clever.

ଆରେ ଠିକହାସୀ, ଠକପଣ ପୁଣି କିଛି ଥାଏ ମିଶି କବିସୂର୍ଯ୍ୟ. ସଙ୍ଗୀତ

ବିଶେଷ୍ୟ -[ସମ୍ପାଦନା]

୧. ପ୍ରତାରକ ବ୍ୟକ୍ତି; ଧୂର୍ତ୍ତ ବ୍ୟକ୍ତି — ୧. A sharper; a rogue; swindler; cheat.
୨. ରାଜପଥର ଦସ୍ୟୁ — ୨. Highway robber; thug.

[ଦ୍ରଷ୍ଟବ୍ୟ —ଏମାନେ ପୂର୍ବେ ଭାରତର ରାଜପଥ ମାନଙ୍କର ଅତିଶୟ ଅତ୍ୟାଚାର କରୁଥିଲେ; ମନୁଷ୍ୟଙ୍କୁ ଓ ବିଶେଷତଃ ବାଟୋଇମାନଙ୍କୁ ବିଷ ଦେଇ ବା ତଣ୍ଟି ଚିପି ମାରି ଧନ ଅପହରଣ କରୁଥିଲେ ଇଂରାଜମାନେ ସେମାନଙ୍କୁ ଦମନ କଲେ]

୩. ନରହନ୍ତା —୩. A cut-throat.