ବଳଦ

ଉଇକିଅଭିଧାନ‌ରୁ

ଉଚ୍ଚାରଣ: Baḻada

ସ୍ତ୍ରୀଲିଙ୍ଗ: 'ବଳଦା'

ଉଇକିପିଡ଼ିଆରେ ଏହି ବିଷୟରେ ଏକ ଲେଖା ଅଛି:

Wikipedia

ବିଶେଷଣ (ସଂସ୍କୃତ)[ସମ୍ପାଦନା]

ସଂ. ବିଣ. ପୁଂ — ଯେ ବଳ ପ୍ରଦାନ କରେ; ଶକ୍ତିଦାତା

ଶବ୍ଦ ବିନ୍ୟାସ : ବଳ+ ଦା ଧାତୁ+କର୍ତ୍ତୃ. ଅ

ବିଶେଷ (ସଂସ୍କୃତ)[ସମ୍ପାଦନା]

ସଂ. ବି—

  1. ଜୀବକ ନାମକ ଏକ ଦୁର୍ଲଭ ଔଷଧ
  2. ହୋମାଗ୍ନି

ବିଶେଷ୍ୟ (ଦେଶଜ)[ସମ୍ପାଦନା]

ଦେ. ବି. ୧- ବଳୀବର୍ଦ୍ଦ; ମୁଷ୍କଛେଦନ କରାଯାଇ ଥିବା, କୃଷିକାର୍ଯ୍ୟ ଓ ଭାର ବହନାଦି କାର୍ଯ୍ୟ ଉପଯୋଗୀ ବୃଷୃ ବଳଦଟାଏ, ନାଁ ଟୋପାଏ ଦୁହଁ—ଢଗ

ଦ୍ରଷ୍ଟବ୍ୟ:—

  • ଯୁବା ବଳଦକୁ ଦାମୁଡ଼ି ଓ ବୁଢ଼ା ବଳଦକୁ ହଡ଼ା ବୋଲାଯାଏ ।
  • ହଳରେ ଲୀଗିବା ବଳଦକୁ ହଳିଆ ବଳଦ, ସଗଡ଼ରେ ଲାଗିବା ବଳଦକୁ ସଗଡ଼ିଆ ବଳଦ, ଥୋରି(ଡ଼ି) ବୋହିବା ବଳଦକୁ ଥୋରି (ଡ଼ି)]ଆ ବଳଦ ଓ ଘଣା ଟାଣିବା ବଳଦକୁ ଘଣା ବଳଦ ବୋଲାୟାଏ ।
  • ଓଡ଼ିଶାରେ ଅଣ୍ଡିରା ବାଛୁରିର ମୁଷ୍କ ଚ୍ଛେଦନ କରି ବଳଦ କରାୟାଏ, ଭାରତର ଉତ୍ତର ପଶ୍ଚିମରେ ମୂଷ୍କ ଛେଦନ ହୋଇ ନ ଥିବା ବଳଦଙ୍କୁ କାର୍ଯ୍ୟରେ ଲଗାଯାଏ ।

୨- ବଳଦ ପରି ନିର୍ବୁଦ୍ଧିଆ ଲୋକ ।

୩- ବଳଦପରି ବହୁତଗୁଡ଼ାଏ ଖାଉଥିବା ଲୋକ ।

୪- ଗୋଟିଏ ଥୋଡ଼ି ବଳଦ ଉପରେ ଲଦା ହେବା ବୋଝର ପରିମିତ ବସ୍ତ୍ରାଦି ।
(ଯଥା— ବଡ଼ଲୋକ ଯାକ ଶୀତଦିନେ ବଳଦେ ଲେଖାଁଏ ଶୀତଲୁଗା ଲଦି ହୋଇ ଥାଆନ୍ତି )

୫- ସୂର୍ଯ୍ୟଙ୍କର ପ୍ରଥମ ପୁତ୍ର
ଛଅପୁଏ ପ୍ରଥମ ପୁଅଟି ବଳଦ ସେହି ଦୁର୍ବଳଙ୍କ ହୁଅନ୍ତି ବଳପ୍ରଦ କୃଷ୍ଣସିଂହ - 'ମହାଭାରତ ବନ'

୬- ପାଞ୍ଚ ଯୋଡା ଧୁଆଁପତ୍ରର ମେଣ୍ଢା (plaited tobacco leaves)

ଅନୁବାଦ[ସମ୍ପାଦନା]

ବିଶେଷଣ (ଦେଶଜ)[ସମ୍ପାଦନା]

ଦେ. ବିଣ. (ଲକ୍ଷଣାର୍ଥ)—

  1. ପେଟୁ; ଆତ୍ମଂଭରୀ
  2. ଅଳସୁଆ
  3. ନିର୍ବୁଦ୍ଧିଆ

ପ୍ରାଦେଶିକ[ସମ୍ପାଦନା]

ପ୍ରାଦେ. (ମେଦିନୀପୁର) ବି— ଥୋଡ଼ିଆ ବଳଦ (Pack- bullock)

ଆହୁରି ଦେଖନ୍ତୁ[ସମ୍ପାଦନା]

ଢଗଢମାଳି[ସମ୍ପାଦନା]

  • ଶଣ୍ଢ ମହାଦେବଙ୍କର, ଗାଈ ଲହଦେବଙ୍କର, ବଳଦ ବାପୁଡ଼ା କାହାରି ନିହେଁ ।ବଳଦ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ବଳଦା—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଳ+ ଦା ଧାତୁ+କର୍ତ୍ତୃ. ଅ)[ସମ୍ପାଦନା]

ଯେ ବଳ ପ୍ରଦାନ କରେ; ଶକ୍ତିଦାତା —Giving strength or vigour; invigar ating.

ସଂସ୍କୃତ - ବିଶେଷ୍ୟ -[ସମ୍ପାଦନା]

୧. ଜୀବକ ନାମ ଔଷଧ —୧. Name of a rare drug.
୨. ହୋମାଗ୍ନି — ୨. Sacrificial fire.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳୀବର୍ଦ୍ଦ)[ସମ୍ପାଦନା]

୧. ବଳୀବର୍ଦ୍ଦ; ମୁଷ୍କଛେଦନ କରାଯାଇ ଥିବା, କୃଷିକାର୍ଯ୍ୟ ଓ ଭାର ବହନାଦି କାର୍ଯ୍ୟର ଉପଯୋଗୀ ବୃଷୃ —୧. Bulllock; ox; castrated ox.

ବଳଦଟାଏ, ନାଁ ଟୋପାଏ ଦୁହଁ—ଢଗ

[ଦ୍ରଷ୍ଟବ୍ୟ — ଯୁବା ବଳଦକୁ ଦାମୁଡ଼ି ଓ ବୁଢ଼ା ବଳଦକୁ ହଡ଼ା ବୋଲାଯାଏ; ହଳରେ ଲୀଗିବା ବଳଦକୁ ହଳିଆ ବଳଦ, ସଗଡ଼ରେ ଲାଗିବା ବଳଦକୁ ସଗଡ଼ିଆ ବଳଦ, ଥୋରି(ଡ଼ି) ବୋହିବା ବଳଦକୁ ଥୋରି (ଡ଼ି)]ଆ ବଳଦ ଓ ଘଣା ଟାଣିବା ବଳଦକୁ ଘଣା ବଳଦ ବୋଲାଯାଏ ଓଡ଼ିଶାରେ ଅଣ୍ଡିରା ବାଛୁରିର ମୁଷ୍କ ଚ୍ଛେଦନ କରି ବଳଦ କରାଯାଏ, ଭାରତର ଉତ୍ତର ପଶ୍ଚିମରେ ମୂଷ୍କ ଛେଦନ ହୋଇ ନ ଥିବା ବଳଦଙ୍କୁ କାର୍ଯ୍ୟରେ ଲଗାଯାଏ ]

୨. ବଳଦ ପରି ନିର୍ବୁଦ୍ଧିଆ ଲୋକ —୨. A stupid person.
୩. ବଳଦପରି ବହୁତଗୁଡ଼ାଏ ଖାଉଥିବା ଲୋକ —୩. A greedy or voracious person.
୪. ଗୋଟିଏ ଥୋଡ଼ି ବଳଦ ଉପରେ ଲଦା ହେବା ବୋଝର ପରିମିତ ବସ୍ତ୍ରାଦି —୪. A heap of cloth equal to a full load on a pack-bullock.

(ଯଥା—ବଡ଼ଲୋକ ଯାକ ଶୀତଦିନେ ବଳଦେ ଲେଖାଁଏ ଶୀତଲୁଗା ଲଦି ହୋଇ ଥାଆନ୍ତି )

୫. ସୂର୍ଯ୍ୟଙ୍କର ପ୍ରଥମ ପୁତ୍ର —୫. The first son of the Sun-god.

ଛଅପୁଏ ପ୍ରଥମ ପୁଅଟି ବଳଦ ସେହି ଦୁର୍ବଳଙ୍କ ହୁଅନ୍ତି ବଳପ୍ରଦ କୃଷ୍ଣସିଂହ. ମହାଭାରତ ବନ

୬. ୫ ଯୋଡ଼ା ଧୁଆଁପତ୍ରର ମେଣ୍ଢା —୬. ୫୦ pairs of plaited tobacco leaves.

ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)[ସମ୍ପାଦନା]

୧. ପେଟୁ; ଆତ୍ମଂଭରୀ —୧. Greedy; voracious.
୨. ଅଳସୁଆ —୨. Idle; lazy; requiring constant goading to work.
୩. ନିର୍ବୁଦ୍ଧିଆ —୩. Folish; stupid.

ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -[ସମ୍ପାଦନା]

ଥୋଡ଼ିଆ ବଳଦ —Pack- bullock.