ବଳଦ
ଉଚ୍ଚାରଣ: Baḻada
ସ୍ତ୍ରୀଲିଙ୍ଗ: 'ବଳଦା'
ସଂ. ବିଣ. ପୁଂ — ଯେ ବଳ ପ୍ରଦାନ କରେ; ଶକ୍ତିଦାତା
ଶବ୍ଦ ବିନ୍ୟାସ : ବଳ+ ଦା ଧାତୁ+କର୍ତ୍ତୃ. ଅ
ସଂ. ବି—
- ଜୀବକ ନାମକ ଏକ ଦୁର୍ଲଭ ଔଷଧ
- ହୋମାଗ୍ନି
ଦେ. ବି. ୧- ବଳୀବର୍ଦ୍ଦ; ମୁଷ୍କଛେଦନ କରାଯାଇ ଥିବା, କୃଷିକାର୍ଯ୍ୟ ଓ ଭାର ବହନାଦି କାର୍ଯ୍ୟ ଉପଯୋଗୀ ବୃଷୃ ବଳଦଟାଏ, ନାଁ ଟୋପାଏ ଦୁହଁ—ଢଗ
ଦ୍ରଷ୍ଟବ୍ୟ:—
- ଯୁବା ବଳଦକୁ ଦାମୁଡ଼ି ଓ ବୁଢ଼ା ବଳଦକୁ ହଡ଼ା ବୋଲାଯାଏ ।
- ହଳରେ ଲୀଗିବା ବଳଦକୁ ହଳିଆ ବଳଦ, ସଗଡ଼ରେ ଲାଗିବା ବଳଦକୁ ସଗଡ଼ିଆ ବଳଦ, ଥୋରି(ଡ଼ି) ବୋହିବା ବଳଦକୁ ଥୋରି (ଡ଼ି)]ଆ ବଳଦ ଓ ଘଣା ଟାଣିବା ବଳଦକୁ ଘଣା ବଳଦ ବୋଲାୟାଏ ।
- ଓଡ଼ିଶାରେ ଅଣ୍ଡିରା ବାଛୁରିର ମୁଷ୍କ ଚ୍ଛେଦନ କରି ବଳଦ କରାୟାଏ, ଭାରତର ଉତ୍ତର ପଶ୍ଚିମରେ ମୂଷ୍କ ଛେଦନ ହୋଇ ନ ଥିବା ବଳଦଙ୍କୁ କାର୍ଯ୍ୟରେ ଲଗାଯାଏ ।
୨- ବଳଦ ପରି ନିର୍ବୁଦ୍ଧିଆ ଲୋକ ।
୩- ବଳଦପରି ବହୁତଗୁଡ଼ାଏ ଖାଉଥିବା ଲୋକ ।
୪- ଗୋଟିଏ ଥୋଡ଼ି ବଳଦ ଉପରେ ଲଦା ହେବା ବୋଝର ପରିମିତ ବସ୍ତ୍ରାଦି ।
(ଯଥା— ବଡ଼ଲୋକ ଯାକ ଶୀତଦିନେ ବଳଦେ ଲେଖାଁଏ ଶୀତଲୁଗା ଲଦି ହୋଇ ଥାଆନ୍ତି )
୫- ସୂର୍ଯ୍ୟଙ୍କର ପ୍ରଥମ ପୁତ୍ର
ଛଅପୁଏ ପ୍ରଥମ ପୁଅଟି ବଳଦ ସେହି ଦୁର୍ବଳଙ୍କ ହୁଅନ୍ତି ବଳପ୍ରଦ କୃଷ୍ଣସିଂହ - 'ମହାଭାରତ ବନ'
୬- ପାଞ୍ଚ ଯୋଡା ଧୁଆଁପତ୍ରର ମେଣ୍ଢା (plaited tobacco leaves)
ଅନୁବାଦ
[ସମ୍ପାଦନା]
|
|
ବିଶେଷଣ (ଦେଶଜ)
[ସମ୍ପାଦନା]ଦେ. ବିଣ. (ଲକ୍ଷଣାର୍ଥ)—
- ପେଟୁ; ଆତ୍ମଂଭରୀ
- ଅଳସୁଆ
- ନିର୍ବୁଦ୍ଧିଆ
ପ୍ରାଦେଶିକ
[ସମ୍ପାଦନା]ପ୍ରାଦେ. (ମେଦିନୀପୁର) ବି— ଥୋଡ଼ିଆ ବଳଦ (Pack- bullock)
ଆହୁରି ଦେଖନ୍ତୁ
[ସମ୍ପାଦନା]ଢଗଢମାଳି
[ସମ୍ପାଦନା]- ଶଣ୍ଢ ମହାଦେବଙ୍କର, ଗାଈ ଲହଦେବଙ୍କର, ବଳଦ ବାପୁଡ଼ା କାହାରି ନିହେଁ ।ବଳଦ
ଉଚ୍ଚାରଣ
[ସମ୍ପାଦନା](ବଳଦା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବଳ+ ଦା ଧାତୁ+କର୍ତ୍ତୃ. ଅ)
[ସମ୍ପାଦନା]ଯେ ବଳ ପ୍ରଦାନ କରେ; ଶକ୍ତିଦାତା —Giving strength or vigour; invigar ating.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜୀବକ ନାମ ଔଷଧ —୧. Name of a rare drug.
- ୨. ହୋମାଗ୍ନି — ୨. Sacrificial fire.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ବଳୀବର୍ଦ୍ଦ)
[ସମ୍ପାଦନା]- ୧. ବଳୀବର୍ଦ୍ଦ; ମୁଷ୍କଛେଦନ କରାଯାଇ ଥିବା, କୃଷିକାର୍ଯ୍ୟ ଓ ଭାର ବହନାଦି କାର୍ଯ୍ୟର ଉପଯୋଗୀ ବୃଷୃ —୧. Bulllock; ox; castrated ox.
ବଳଦଟାଏ, ନାଁ ଟୋପାଏ ଦୁହଁ—ଢଗ
[ଦ୍ରଷ୍ଟବ୍ୟ — ଯୁବା ବଳଦକୁ ଦାମୁଡ଼ି ଓ ବୁଢ଼ା ବଳଦକୁ ହଡ଼ା ବୋଲାଯାଏ; ହଳରେ ଲୀଗିବା ବଳଦକୁ ହଳିଆ ବଳଦ, ସଗଡ଼ରେ ଲାଗିବା ବଳଦକୁ ସଗଡ଼ିଆ ବଳଦ, ଥୋରି(ଡ଼ି) ବୋହିବା ବଳଦକୁ ଥୋରି (ଡ଼ି)]ଆ ବଳଦ ଓ ଘଣା ଟାଣିବା ବଳଦକୁ ଘଣା ବଳଦ ବୋଲାଯାଏ ଓଡ଼ିଶାରେ ଅଣ୍ଡିରା ବାଛୁରିର ମୁଷ୍କ ଚ୍ଛେଦନ କରି ବଳଦ କରାଯାଏ, ଭାରତର ଉତ୍ତର ପଶ୍ଚିମରେ ମୂଷ୍କ ଛେଦନ ହୋଇ ନ ଥିବା ବଳଦଙ୍କୁ କାର୍ଯ୍ୟରେ ଲଗାଯାଏ ]
- ୨. ବଳଦ ପରି ନିର୍ବୁଦ୍ଧିଆ ଲୋକ —୨. A stupid person.
- ୩. ବଳଦପରି ବହୁତଗୁଡ଼ାଏ ଖାଉଥିବା ଲୋକ —୩. A greedy or voracious person.
- ୪. ଗୋଟିଏ ଥୋଡ଼ି ବଳଦ ଉପରେ ଲଦା ହେବା ବୋଝର ପରିମିତ ବସ୍ତ୍ରାଦି —୪. A heap of cloth equal to a full load on a pack-bullock.
(ଯଥା—ବଡ଼ଲୋକ ଯାକ ଶୀତଦିନେ ବଳଦେ ଲେଖାଁଏ ଶୀତଲୁଗା ଲଦି ହୋଇ ଥାଆନ୍ତି )
- ୫. ସୂର୍ଯ୍ୟଙ୍କର ପ୍ରଥମ ପୁତ୍ର —୫. The first son of the Sun-god.
ଛଅପୁଏ ପ୍ରଥମ ପୁଅଟି ବଳଦ ସେହି ଦୁର୍ବଳଙ୍କ ହୁଅନ୍ତି ବଳପ୍ରଦ କୃଷ୍ଣସିଂହ. ମହାଭାରତ ବନ
- ୬. ୫ ଯୋଡ଼ା ଧୁଆଁପତ୍ରର ମେଣ୍ଢା —୬. ୫୦ pairs of plaited tobacco leaves.
ଦେଶଜ - ବିଶେଷଣ - (ଲକ୍ଷଣାର୍ଥ)
[ସମ୍ପାଦନା]- ୧. ପେଟୁ; ଆତ୍ମଂଭରୀ —୧. Greedy; voracious.
- ୨. ଅଳସୁଆ —୨. Idle; lazy; requiring constant goading to work.
- ୩. ନିର୍ବୁଦ୍ଧିଆ —୩. Folish; stupid.
ପ୍ରାଦେଶିକ - (ମେଦିନୀପୁର) ବିଶେଷ୍ୟ -
[ସମ୍ପାଦନା]ଥୋଡ଼ିଆ ବଳଦ —Pack- bullock.