ବିଶେଷ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  1. ପ୍ରଭେଦ
  2. ପ୍ରକାର; ରକମ
  3. ନିୟମ
  4. ପ୍ରାକୃତିକ ନିୟମ
  5. ବୈଚିତ୍ର
  6. ବ୍ୟକ୍ତି
  7. ସାର
  8. ତାରତମ୍ୟ; ବୈଲକ୍ଷଣ୍ୟ
  9. ଆଧିକ୍ୟ
  10. ଅବୟବ
  11. ଦ୍ରଷ୍ଟବ୍ୟ ବସ୍ତୁ
  12. କପାଳର ତିଳକ
  13. ଉଲ୍ଲେଖଯୋଗ୍ୟ ବସ୍ତୁ ବା ବିଷୟ
  14. ସ୍ମରଣୀୟ ବିଷୟ
  15. ବିଶିଷ୍ଟତା; ଅସାଧାରଣାତା
  16. ବ୍ୟକ୍ତିଗତ ବିଶିଷ୍ଟତା
  17. କୌଣସି ଶ୍ରେଣୀର ବା ଜାତିର ଏକତମ ବ୍ୟକ୍ତି ବା ବସ୍ତୁ (ଯଥା; ବ୍ୟାଘ୍ର- ହିଂସ୍ର ଜନ୍ତୁବିଶେଷ; ଭାରତ- ଦେଶବିଶେଷ; ଆମ୍ବ- ବୃକ୍ଷବିଶେଷ; ପଦ୍ମ-ପୁଷ୍ପବିଶେଷ ୤)
  18. କାବ୍ୟର ଅଳଙ୍କାର ବିଶେଷ
  19. କଣାଦଙ୍କର ବୈଶେଷିକ ଦର୍ଶନରେ ସ୍ଵୀକୃତ ପଦାର୍ଥ
  20. ଜ୍ଞାତବ୍ୟ ବିଷୟ

ବିଶେଷଣ (ଦେଶଜ)[ସମ୍ପାଦନା]

  1. ବିଶିଷ୍ଟ
  2. ଉତ୍କୃଷ୍ଟ
  3. ଭିନ୍ନ
  4. ଅତ୍ୟନ୍ତ; ଅଧିକ; ବହୁତ
  5. ବିଶେଷଜ୍ଞ; ପାରଙ୍ଗମ ବିଶେଷ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ବି+ଶିଷ୍ ଧାତୁ=ବିଶେଷ କରିବା+ଭାବ. ଅ)[ସମ୍ପାଦନା]

୧. ପ୍ରଭେଦ —୧. Difference; distinction.

(ଉ—ତାଙ୍କ ଆମ୍ଭ ମଧ୍ୟେ ବିଶେଷ କି ରହିଲା କୃଷ୍ଣସିଂହ. ମହାଭାରତ. ଆଦି)

୨. ପ୍ରକାର; ରକମ —୨. Kind; sort; species.
୩. ନିୟମ —୩. Rule; regulation.
୪. ପ୍ରାକୃତିକ ନିୟମ —୪. Law of nature.
୫. ବୈଚିତ୍ର୍ୟ —୫. Variety.
୬. ବ୍ୟକ୍ତି —୬. Person.
୭. ସାର —୭. Essence; pith; substance.
୮. ତାରତମ୍ୟ; ବୈଲକ୍ଷଣ୍ୟ —୮. The state of being more or less; dissimilarity.
୯. ଆଧିକ୍ୟ — ୯. Abundance; excess.
୧. ଅବୟବ — ୧୦. Limb.
୧୧. ଦ୍ରଷ୍ଟବ୍ୟ ବସ୍ତୁ —୧୧. A thing worth seeing.
୧୨. କପାଳର ତିଳକ —୧୨. Marks painerd on the forehead indicating a
person's sect.

୧୩. ଉଲ୍ଲେଖଯୋଗ୍ୟ ବସ୍ତୁ ବା ବିଷୟ —୧୩. A thing or matter worth mentioning.
୧୪. ସ୍ମରଣୀୟ ବିଷୟ —୧୪. Memorable matter.
୧୫. ବିଶିଷ୍ଟତା; ଅସାଧାରଣତା —୧୫. Peculiarty.
୧୬. ବ୍ୟକ୍ତିଗତ ବିଶିଷ୍ଟତା —୧୬. Individuality.
୧୭. କୌଣସି ଶ୍ରେଣିର ବା ଜାତିର ଏକତମ ବ୍ୟକ୍ତି ବା ବସ୍ତୁ —୧୭. One of a class or species.

(ଯଥା; ବ୍ୟାଘ୍ର—ହିଂସ୍ର ଜନ୍ତୁବିଶେଷ; ଇଂଲଣ୍ଡ—ଦେଶବିଶେଷ; ଆମ୍ୱ—ବୃକ୍ଷବିଶେଷ; କେତକୀ— ପୁଷ୍ପବିଶେଷ)

୧୮. କାବ୍ୟର ଅଳଙ୍କାର ବିଶେଷ — ୧୮. A figure of speech.

[ଦ୍ରଷ୍ଟବ୍ୟ —ଯଦି ଆଧେୟ ବସ୍ତୁ ଆଧାରଶୂନ୍ୟ ହୁଏ, କିମ୍ୱା ଏକ ବସ୍ତୁ ଅନେକଙ୍କର ଗୋଚର ହୁଏ ଓ ଯଦି କୌଣସି କାର୍ଯ୍ୟ ଦୈବାତ୍ କରାଯାଏ, ତେବେ ଏହି ଅଳଙ୍କାର ହୁଏ]

୧୯. କଣାଦଙ୍କର ବୈଦେଷିକ ଦର୍ଶନରେ ସ୍ୱୀକୃତ ପଦାର୍ଥ —୧୯. Name of a from of matter according to the B&aline;i̱ṡeshika philosophy.
୨. ଜ୍ଞାତବ୍ୟ ବିଷୟ —୨୦. A matter worth knowing.

(ଉ—କାହୁଁ ଅଇଲି କେଉଁ ଦେଶ, ନ ଜାଣି ଆତ୍ମାର ବିଶେଷ ଜଗନ୍ନାଥ. ଭାଗବତ)

ଦେଶଜ - ବିଶେଷଣ -[ସମ୍ପାଦନା]

୧. ବିଶିଷ୍ଟ — ୧. Peculiar.
୨. ଉତ୍କୃଷ୍ଟ —୨. Excellent.
୩. ଭିନ୍ନ —୩. Separate.
୪. ଅତ୍ୟନ୍ତ; ଅଧିକ; ବହୁତ — ୪. Excessive; too much.

(ଉ—ତେବେଟି ଗ୍ରାମ ଧନ ଦେବି ମୁଁ ବିଶେଷ କୃଷ୍ଣସିଂହ. ମହାଭାରତ. ବନ)

୫. ବିଶେଷଜ୍ଞ; ପାରଙ୍ଗମ —୫. Expert or versed in a particular branch of learning.

(ଉ— ଅଷ୍ଟାବକ୍ର ବୋଇଲେ ବେଦେ ମୁଁ ବିଶେଷ କୃଷ୍ଣସିଂହ. ମହାଭାରତ. ବନ)