ଉଇକିଅଭିଧାନ:ବଛା ଶବ୍ଦ/୨୦୨୩/ସେପ୍ଟେମ୍ବର

ଉଇକିଅଭିଧାନ‌ରୁ

ଶେଣା

ଉଚ୍ଚାରଣ: Ṡeṇā
ଶବ୍ଦ ବିନ୍ୟାସ: ସଂସ୍କୃତ - ଶ୍ରେଣୀ ବା ସେଚନୀ
ଦେଶଜ - ବିଶେଷ୍ୟ

  1. ଜଳ-ସେଚନାର୍ଥ ବ୍ୟବହୃତ ବାଉଁଶର ବଡ଼ ପାତ୍ର ବିଶେଷ

[ଦ୍ରଷ୍ଟବ୍ୟ —ଖୁବ୍ ଗଭୀର ସ୍ଥାନରୁ ଜଳ ଉଠାଇବା ପାଇଁ ଦରକାର ହେଲେ, ଶେଣା ନ ଲଗାଯାଇ ତେଣ୍ଡା ବ୍ୟବହାର କରାଯାଏ । ସମୋଚ୍ଚ ସ୍ଥାନରୁ ପାଣି ବୁହାଇବା ପାଇଁ ଶେଣାଠାରୁ ଛୋଟ ଏବଂ ଜଣେ ବ୍ୟକ୍ତିର ହାତଦ୍ୱାରା ଚାଳିତ କାଠର ଶେଢୁଆ ବ୍ୟବହାର କରାଯାଏ ।]