ଶୁନ
ଦେଖଣା
- ଶୂନ୍ୟ; ଆକାଶ
- ଶୁନ ସଂଖ୍ୟା
- ଚାହାଳିରେ ସର୍ବପ୍ରଥମେ ଆସି ପହଞ୍ଛିବା ବାଳକ ଅବଧାନଙ୍କଠାରୁ ପୁରସ୍କାରସ୍ଵରୂପ ପାଇବା ବେତାଘାତଶୁନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ଶୁନୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - [ପୁଂ]—(ଶୂନ ଧାତୁ+କର୍ତ୍ତୃ ଅ)
[ସମ୍ପାଦନା]କୁକୁର —Dog.
ଦେଶଜ - ବିଶେଷଣ - [ସଂ ଶୂନ୍ୟ]
[ସମ୍ପାଦନା]- ୧. ଶୂନ୍ୟ (ଦେଖ) - —୧. Ṡūnya (See)
- ୨. ନିର୍ଜନ — ୨. Lonely.
- ୩. ନିଃଶବ୍ଦ —୩. Soundless.
- ୪. ନିସ୍ତବଧ୍ —୪. Still.
- ୫. ଫମ୍ଫା; ଖାଲି — ୫. Empty.
- ୬. ଯହିଁରେ କାରଣ ଲକ୍ଷିତ ନ ହୁଏ — ୬. Having no assignable cause to account for.
- ୭. ଆକାଶରୁ ବା ଶୂନ୍ୟରୁ ଜାତ — ୭. Born of or produced from the sky.
- ୮. ନିଷ୍ଫଳ —୮. Fruitless; vain.
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଶୂନ୍ୟ; ଆକାଶ —୧. The sky; the void;.
- ୨. ଶନ୍ୟ ସଂଖ୍ୟା —୨. Zero.
- ୩. ଚାହାଳିରେ ସର୍ବପ୍ରଥମେ ଆସି ପହଞ୍ଚିବା ବାଳାକ ଅବଧାନଙ୍କଠାରୁ ପୁରସ୍କାରସ୍ୱରୁପ ପାଇବା କୋମଳ ବେତ୍ରାଘାତ —A light
stroke with the cane inflicted on the student who is the first to come to the village school.