ଶୁନ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

ବିଶେଷ୍ୟ(ଦେଶଜ)[ସମ୍ପାଦନା]

  • ଶୂନ୍ୟ; ଆକାଶ
  • ଶୁନ ସଂଖ୍ୟା
  • ଚାହାଳିରେ ସର୍ବପ୍ରଥମେ ଆସି ପହଞ୍ଛିବା ବାଳକ ଅବଧାନଙ୍କଠାରୁ ପୁରସ୍କାରସ୍ଵରୂପ ପାଇବା ବେତାଘାତଶୁନ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

(ଶୁନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - [ପୁଂ]—(ଶୂନ ଧାତୁ+କର୍ତ୍ତୃ ଅ)[ସମ୍ପାଦନା]

କୁକୁର —Dog.

ଦେଶଜ - ବିଶେଷଣ - [ସଂ ଶୂନ୍ୟ][ସମ୍ପାଦନା]

୧. ଶୂନ୍ୟ (ଦେଖ) - —୧. Ṡūnya (See)
୨. ନିର୍ଜନ — ୨. Lonely.
୩. ନିଃଶବ୍ଦ —୩. Soundless.
୪. ନିସ୍ତବଧ୍ —୪. Still.
୫. ଫମ୍ଫା; ଖାଲି — ୫. Empty.
୬. ଯହିଁରେ କାରଣ ଲକ୍ଷିତ ନ ହୁଏ — ୬. Having no assignable cause to account for.
୭. ଆକାଶରୁ ବା ଶୂନ୍ୟରୁ ଜାତ — ୭. Born of or produced from the sky.
୮. ନିଷ୍ଫଳ —୮. Fruitless; vain.

ଅନୁବାଦ[ସମ୍ପାଦନା]

ଦେଶଜ - ବିଶେଷ୍ୟ -[ସମ୍ପାଦନା]

୧. ଶୂନ୍ୟ; ଆକାଶ —୧. The sky; the void;.
୨. ଶନ୍ୟ ସଂଖ୍ୟା —୨. Zero.
୩. ଚାହାଳିରେ ସର୍ବପ୍ରଥମେ ଆସି ପହଞ୍ଚିବା ବାଳାକ ଅବଧାନଙ୍କଠାରୁ ପୁରସ୍କାରସ୍ୱରୁପ ପାଇବା କୋମଳ ବେତ୍ରାଘାତ —A light
stroke with the cane inflicted on the student who is the first to come to the village school.