ଲକ୍ଷଣ

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ବିଶିଷ୍ଟ ଚିହ୍ନ; ଅନ୍ୟ ବସ୍ତୁମାନଙ୍କଠାରୁ ଗୋଟିଏ ବସ୍ତୁକୁ ଚିହ୍ନି ପାରିବାର ଚିହ୍ନ
  • ସ୍ୱରୂପ
  • ପରିଚୟ
  • ପ୍ରକୃତି
  • ସଜାତୀୟ ବ୍ୟବଚ୍ଛେଦ ବା ଜାତିଜ୍ଞାପକ ଚିହ୍ନ
  • ମଙ୍ଗଳାଚାର
  • ଶ୍ରୀରାମଚନ୍ଦ୍ରଙ୍କ ଭ୍ରାତା ଲକ୍ଷଣ
  • ବ୍ୟାକରଣ ସୂତ୍ର
  • ସାରସ ପକ୍ଷୀ
  • ପରିଚ୍ଛଦ କରଣ
  • ରୋଗ ନିର୍ଣ୍ଣୟ କରିବାର ଚିହ୍ନ
  • ପରିଭାଷା
  • ଦର୍ଶନ
  • ବିଶିଷ୍ଟରୂପେ ଦର୍ଶନ
  • ଶରୀରରେ ଭିନ୍ନ ଭିନ୍ନ ଅଙ୍ଗରେ ପ୍ରକାଶିତ ଶୁଭାଶୁଭସୂଚକ ଭିନ୍ନ ଭିନ୍ନ
  • ଶରୀରରେ ପ୍ରକାଶିତ ଏକ ପ୍ରକାର କଳାଦାଗ, ଯାହା ଶିଶୁ ଗର୍ଭରେ ଥିବା ସମୟରେ ମାତା ସୂର୍ଯ୍ୟ ବା ଚନ୍ଦ୍ରଗ୍ରହଣ ଦର୍ଶନ କରିବାରୁ ଶିଶୁ ଦେହରେ ହୁଏ
  • ଚାଲିଚଳନ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • ଲୋକଙ୍କ ନାମଲକ୍ଷଣ

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (ଲକ୍ଷ ଧାତୁ= ଦର୍ଶନ କରିବା, ଚିହ୍ନ କରିବା+କର୍ମ ଅନ)[ସମ୍ପାଦନା]

୧. ବିଶିଷ୍ଟ ଚିହ୍ନ; ଅନ୍ୟ ବସ୍ତୁମାନଙ୍କଠାରୁ ଗୋଟିଏ ବସ୍ତୁକୁ ଚିହ୍ନି ପାରିବାର ଚିହ୍ନ —୧. A special sign; a discriminating mark or sing; a differentiating mark.

[ଉ—ସମସ୍ତ ଲକ୍ଷଣରେ ହୋଇଲେ ପ୍ରକାଶ କୃଷ୍ଣସିଂହ ମହାଭାରତ ଆଦି]

୨. ସ୍ୱରୁପ —୨. Natural form.
୩. (+କରଣ ଅନ) ନାମ —୩. Name.
୪. ପରିଚୟ —୪,. Introduction.
୫. ବ୍ୟାକରଣ ସୁତ୍ର —୫. Grammatical formula or rule.
୬. ପ୍ରକୃତି — ୬. Nature.

[ଉ—କହିଲେ ଆମ୍ଭେ ତୁମ୍ଭେ ଜନ୍ମ ଲକ୍ଷଣକୁ, ଛାଡ଼ି ପାରିବ କିଏ ପାଉଛି ମନକୁ କୃଷ୍ଣସିଂହ ମହାଭାରତ ବନ]

୭. (+ଭାବ ଅନ) ସଜାତୀୟ ବ୍ୟବଛେଦ ବା ଜାତିଜ୍ଞାପକ ଚିହ୍ନ —୭. A natural badge or chracteristic
୮. ମଙ୍ଗଳାଚାର — ୮. Propitions ceremonies.
୯. (+ କର୍ତ୍ତୃ. ଅନ) ଶ୍ରୀରାମଚନ୍ଦ୍ରଙ୍କ ଭାତା ଲକ୍ଷଣ —୯. The younger brother of Rāmachandra.
୧. ସାରସ ପକ୍ଷୀ —୧୦. A kind of crane.
୧୧. ପରିଚ୍ଛଦ— କରଣ —୧୧. Marking or dividing by chapter.
୧୨. ରୋଗ ନିର୍ଣ୍ଣୟ କରିବାର ଚିହ୍ନ — ୧୨. Symptoms of a disease.
୧୩. ପରିଭାଷା; (ହିନ୍ଦୀ - ଶ); ବିଶିଷ୍ଟାର୍ଥବୋଧକ ସଙ୍କେତ —୧୩. Sing in dicating a special meaning.
୧୪. ଦର୍ଶନ — ୧୪. Seeing.
୧୫. ବିଶିଷ୍ଟ ରୂପେ ଦର୍ଶନ —୧୫. Observation.
୧୬. ଶରୀରରେ ଭିନ୍ନ ଭିନ୍ନ ଅଙ୍ଗରେ ପ୍ରକାଶିତ ଶୁଭାଶୁଭସୁଚକ ଭିନ୍ନ ଭିନ୍ନ —୧୬. Signs appearing in different limbs of the body indicating good or evil.

ସଂସ୍କୃତ - ବିଶେଷଣ -[ସମ୍ପାଦନା]

(+କର୍ମ ଅନ) ଶ୍ରୀମାନଃ ସୁନ୍ଦର —Handsome; beautiful.

ଦେଶଜ - ବିପୁଲିଙ୍ଗ -[ସମ୍ପାଦନା]

ଲୋକଙ୍କ ନାମ — A name given to males.

୧୭. ଶରୀରରେ ପ୍ରକାଶିତ ଏକ ପ୍ରକାର କଳାଦାଗ, ଯାହା ଶିଶୁ ଗର୍ଭରେ ଥିବା ସମୟରେ ମାତା ସୂର୍ଯ୍ୟ ବା ଚନ୍ଦ୍ରଗ୍ରହଣ ଦର୍ଶନ କରିବାରୁ ଶିଶୁ ଦେହରେ ହୁଏ (ହିନ୍ଦୀ - ଶ) —୧୭. A kind of black mark appearing on the body of person whose mothers saw the eclipse when they were in the womb.
୧୮. ଚାଲିଚଳନ —୧୮. Conduct.