ଲକ୍ଷଣ
ଦେଖଣା
- ବିଶିଷ୍ଟ ଚିହ୍ନ; ଅନ୍ୟ ବସ୍ତୁମାନଙ୍କଠାରୁ ଗୋଟିଏ ବସ୍ତୁକୁ ଚିହ୍ନି ପାରିବାର ଚିହ୍ନ
- ସ୍ୱରୂପ
- ପରିଚୟ
- ପ୍ରକୃତି
- ସଜାତୀୟ ବ୍ୟବଚ୍ଛେଦ ବା ଜାତିଜ୍ଞାପକ ଚିହ୍ନ
- ମଙ୍ଗଳାଚାର
- ଶ୍ରୀରାମଚନ୍ଦ୍ରଙ୍କ ଭ୍ରାତା ଲକ୍ଷଣ
- ବ୍ୟାକରଣ ସୂତ୍ର
- ସାରସ ପକ୍ଷୀ
- ପରିଚ୍ଛଦ କରଣ
- ରୋଗ ନିର୍ଣ୍ଣୟ କରିବାର ଚିହ୍ନ
- ପରିଭାଷା
- ଦର୍ଶନ
- ବିଶିଷ୍ଟରୂପେ ଦର୍ଶନ
- ଶରୀରରେ ଭିନ୍ନ ଭିନ୍ନ ଅଙ୍ଗରେ ପ୍ରକାଶିତ ଶୁଭାଶୁଭସୂଚକ ଭିନ୍ନ ଭିନ୍ନ
- ଶରୀରରେ ପ୍ରକାଶିତ ଏକ ପ୍ରକାର କଳାଦାଗ, ଯାହା ଶିଶୁ ଗର୍ଭରେ ଥିବା ସମୟରେ ମାତା ସୂର୍ଯ୍ୟ ବା ଚନ୍ଦ୍ରଗ୍ରହଣ ଦର୍ଶନ କରିବାରୁ ଶିଶୁ ଦେହରେ ହୁଏ
- ଚାଲିଚଳନ
- ଶ୍ରୀମାନ୍; ସୁନ୍ଦର
- ଲୋକଙ୍କ ନାମଲକ୍ଷଣ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ଲକ୍ଷ ଧାତୁ= ଦର୍ଶନ କରିବା, ଚିହ୍ନ କରିବା+କର୍ମ ଅନ)
[ସମ୍ପାଦନା]- ୧. ବିଶିଷ୍ଟ ଚିହ୍ନ; ଅନ୍ୟ ବସ୍ତୁମାନଙ୍କଠାରୁ ଗୋଟିଏ ବସ୍ତୁକୁ ଚିହ୍ନି ପାରିବାର ଚିହ୍ନ —୧. A special sign; a discriminating mark or sing; a differentiating mark.
[ଉ—ସମସ୍ତ ଲକ୍ଷଣରେ ହୋଇଲେ ପ୍ରକାଶ କୃଷ୍ଣସିଂହ ମହାଭାରତ ଆଦି]
- ୨. ସ୍ୱରୁପ —୨. Natural form.
- ୩. (+କରଣ ଅନ) ନାମ —୩. Name.
- ୪. ପରିଚୟ —୪,. Introduction.
- ୫. ବ୍ୟାକରଣ ସୁତ୍ର —୫. Grammatical formula or rule.
- ୬. ପ୍ରକୃତି — ୬. Nature.
[ଉ—କହିଲେ ଆମ୍ଭେ ତୁମ୍ଭେ ଜନ୍ମ ଲକ୍ଷଣକୁ, ଛାଡ଼ି ପାରିବ କିଏ ପାଉଛି ମନକୁ କୃଷ୍ଣସିଂହ ମହାଭାରତ ବନ]
- ୭. (+ଭାବ ଅନ) ସଜାତୀୟ ବ୍ୟବଛେଦ ବା ଜାତିଜ୍ଞାପକ ଚିହ୍ନ —୭. A natural badge or chracteristic
- ୮. ମଙ୍ଗଳାଚାର — ୮. Propitions ceremonies.
- ୯. (+ କର୍ତ୍ତୃ. ଅନ) ଶ୍ରୀରାମଚନ୍ଦ୍ରଙ୍କ ଭାତା ଲକ୍ଷଣ —୯. The younger brother of Rāmachandra.
- ୧. ସାରସ ପକ୍ଷୀ —୧୦. A kind of crane.
- ୧୧. ପରିଚ୍ଛଦ— କରଣ —୧୧. Marking or dividing by chapter.
- ୧୨. ରୋଗ ନିର୍ଣ୍ଣୟ କରିବାର ଚିହ୍ନ — ୧୨. Symptoms of a disease.
- ୧୩. ପରିଭାଷା; (ହିନ୍ଦୀ - ଶ); ବିଶିଷ୍ଟାର୍ଥବୋଧକ ସଙ୍କେତ —୧୩. Sing in dicating a special meaning.
- ୧୪. ଦର୍ଶନ — ୧୪. Seeing.
- ୧୫. ବିଶିଷ୍ଟ ରୂପେ ଦର୍ଶନ —୧୫. Observation.
- ୧୬. ଶରୀରରେ ଭିନ୍ନ ଭିନ୍ନ ଅଙ୍ଗରେ ପ୍ରକାଶିତ ଶୁଭାଶୁଭସୁଚକ ଭିନ୍ନ ଭିନ୍ନ —୧୬. Signs appearing in different limbs of the body indicating good or evil.
ସଂସ୍କୃତ - ବିଶେଷଣ -
[ସମ୍ପାଦନା](+କର୍ମ ଅନ) ଶ୍ରୀମାନଃ ସୁନ୍ଦର —Handsome; beautiful.
ଦେଶଜ - ବିପୁଲିଙ୍ଗ -
[ସମ୍ପାଦନା]ଲୋକଙ୍କ ନାମ — A name given to males.
- ୧୭. ଶରୀରରେ ପ୍ରକାଶିତ ଏକ ପ୍ରକାର କଳାଦାଗ, ଯାହା ଶିଶୁ ଗର୍ଭରେ ଥିବା ସମୟରେ ମାତା ସୂର୍ଯ୍ୟ ବା ଚନ୍ଦ୍ରଗ୍ରହଣ ଦର୍ଶନ କରିବାରୁ ଶିଶୁ ଦେହରେ ହୁଏ (ହିନ୍ଦୀ - ଶ) —୧୭. A kind of black mark appearing on the body of person whose mothers saw the eclipse when they were in the womb.
- ୧୮. ଚାଲିଚଳନ —୧୮. Conduct.