ଉଇକିଅଭିଧାନ:ବଛା ଶବ୍ଦ/ପୁରୁଣା
ଦେଖଣା
« ପୁରୁଣା | ପୁରୁଣା | ୨୦୧୪ » |
ଜାନୁଆରୀ - ଫେବୃଆରୀ - ମାର୍ଚ୍ଚ - ଅପ୍ରେଲ - ମଇ - ଜୁନ - ଜୁଲାଇ - ଅଗଷ୍ଟ - ସେପ୍ଟେମ୍ବର - ଅକ୍ଟୋବର - ନଭେମ୍ବର - ଡିସେମ୍ବର |
ପୁରୁଣା
[ସମ୍ପାଦନା]ଅକ୍ଟୋବର ୩
[ସମ୍ପାଦନା]
ଅକ୍ଟୋବର ୧୩
[ସମ୍ପାଦନା]
ଦ୍ରାବକ | |
| |
ସେପ୍ଟେମ୍ବର ୩୦
[ସମ୍ପାଦନା]
୨୦୧୩
[ସମ୍ପାଦନା]ମାର୍ଚ୍ଚ
[ସମ୍ପାଦନା]
ଅପ୍ରେଲ
[ସମ୍ପାଦନା]ଅଳନ୍ଦୁ କୁ ସାଧାରଣତଃ ଭୁଲରେ ଆମେ ଅଳନ୍ଧୁ କହିଦେଉ । ଏହି ଦୁଇଟି ଶବ୍ଦ ଭିତରେ ବହୁତ ପାର୍ଥକ୍ୟ ରହିଛି ।
ମଇ
[ସମ୍ପାଦନା]- କବିତ୍ୱ; କବିକୃତି
- ପଦ୍ୟ
ଜୁନ
[ସମ୍ପାଦନା]ଜ୍ଞାନ
- ବୁଦ୍ଧି
- ପ୍ରତୀତି
- ଜାଣିବା
ଜୁଲାଇ
[ସମ୍ପାଦନା]ଐରାବତ
- ଇନ୍ଦ୍ରଙ୍କ ହସ୍ତୀ, ପୂର୍ବଦିହର ହସ୍ତୀ
- ନାଗରଙ୍ଗ ବା ନାରଙ୍ଗ
ଅଗଷ୍ଟ
[ସମ୍ପାଦନା]ବଉଳ
- ଆମ୍ର ମୁକୁଳ
- ଆମ୍ବ ବଉଳ ପରି କେଣ୍ତାଦାରିଆ ଫୁଲ
ସେପ୍ଟେମ୍ବର
[ସମ୍ପାଦନା]ମୂର୍ତ୍ତି
- ପିତୁଳା; ବିଗ୍ରହ, ସ୍ଵରୂପ, ପ୍ରତିମା
- ଦେବପ୍ରତିମା
- ଦେବତାଙ୍କ ଅବତାର
ଅକ୍ଟୋବର
[ସମ୍ପାଦନା]ଠକ
- ଠଗ; ପ୍ରତାରକ; ପ୍ରବଞ୍ଚକ
- ଛଳକାରକ; କପଟୀ
- ଛଳମୟ; ପ୍ରତାରଣାପୂର୍ଣ୍ଣ
ନଭେମ୍ବର
[ସମ୍ପାଦନା]ଛତା
- ତଳପତ୍ରରେ ବା କନାରେ ନିର୍ମିତ ଓ କେନ୍ଦ୍ରରେ ତଳ ଆଡ଼କୁ ଗୋଟିଏ ଦଣ୍ତ ବା
- ବେଣ୍ଟ ଥିବା ଗୋଲାକାର ଶରୀରାବରଣ ବସ୍ତୁ; ଆତପତ୍ର
- ପରିବ୍ରାଜକ ସାଧୁମାନେ ନିଜ ନିଜର ଆସ୍ଥାନ ଉପରେ ପୋତିବା କନାର ବଡ଼ ଛତା
ଡିସେମ୍ବର
[ସମ୍ପାଦନା]
ଜଗନ୍ନାଥ
| ||
|
. | |
---|---|---|