ହଂସ
ଦେଖଣା
- ଜଳଚର ପକ୍ଷି ବିଶେଷ
- ବିଷ୍ଣୂ
- ଜୀବାତ୍ମା
- ପରଂବ୍ରହ୍ମ; ପରମାତ୍ମା
- ସୂର୍ଯ୍ୟ
- ବ୍ରହ୍ମା
- ଶିବ
- ଅଜପା ମନ୍ତ୍ର
- ନିର୍ଲୋଭ ନୃପ
- ମେରୁର ଉତ୍ତରସ୍ଥ ପୌରାଣିକ ପର୍ବତ
- ମାତ୍ସର୍ଯ୍ୟ
- ମନ୍ତ୍ର ବିଶେଷ; ହଂସମନ୍ତ୍ର
- ଅବଧୂତ; ଯୋଗିଭେଦ; ପରମହଂସ
- ପ୍ରାଣବାୟୁ; ଶ୍ଵାସ; ଶରୀରସ୍ଥ ବାୟୁବିଶେଷ
- ମହିଷ
- ତୁରଙ୍ଗମଭେଦ; ଅଶ୍ଵ ବିଶେଷ
- ନରପତି; ରାଜା
- ଦୀକ୍ଷାଗୁରୁ; ଆଚାର୍ଯ୍ୟ
- ସିତବର୍ଣ୍ଣ, ପିଙ୍ଗଳଚକ୍ଷୁ, ତାମ୍ରବର୍ଣ୍ଣ ଶୃଙ୍ଗ ଓ ବୃହତ ମୁଖବିଶିଷ୍ଟ ଗାଇ
- ପର୍ବତ
- କାମଦେବ
- ନୃତ୍ୟବିଶେଷ
- ହଂସାକାରରେ ନିର୍ମିତ ଏକ ଶୃଙ୍ଗବିଶିଷ୍ଟ ପ୍ରାସାଦ
- କୃଷ୍ଣଙ୍କଦ୍ଵାରା ନିହତ ଜନୈକ ଦୂଷ୍ଟ କ୍ଷତ୍ରୀୟବୀର